Download Now Banner

This browser does not support the video element.

ଝାରସୁଗୁଡା: ଝାରସୁଗୁଡ଼ାରେ ପୁଲିସର ଏନକାଉନଟର ପୁଲିସ ଗୁଳିରେ ୨ ଫେରାର ଅଭିଯୁକ୍ତ ଗୁରୁତର ପ୍ରତିକ୍ରିୟା ରଖିଲେ ଝାରସୁଗୁଡ଼ା ଏସପି

Jharsuguda, Jharsuguda | Apr 12, 2025
ଝାରସୁଗୁଡ଼ାରେ ପୁଲିସର ଏନକାଉନଟର । ପୁଲିସକୁ ଧକ୍କା ଦେଇ ବନ୍ଧୁକ ଛଡାଇ ଫେରାର ହେଉଥିବା ବେଳେ ପୁଲିସ ଗୁଳିରେ ଆହତ ହୋଇଛନ୍ତି ବେଲପାହାଡ଼ର ୨ ଅଭିଯୁକ୍ତ ଶେଖ୍ ଆଶିଷ ଓ ଅଭିଷେକ ବାରିକ। ଏହି ଘଟଣାରେ ଉଭୟ ଅଭିଯୁକ୍ତ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି। ଏହି ଘଟଣା ରେ ଆଜି ଅପରାହ୍ନ ୨ଟା ରେ ପ୍ରତିକ୍ରିୟା ରଖିଛନ୍ତି ଝାରସୁଗୁଡ଼ା ଏସପି
Read More News
T & CPrivacy PolicyContact Us