Download Now Banner

This browser does not support the video element.

ସୁକିନ୍ଦା: ସିଆରିଆ ପାଖ 53 ନଂ ଜାତୀୟ ରାଜପଥରେ ବାଇକ ଦୁର୍ଘଟଣାରେ ଯୁବକ ଆହତ

Sukinda, Jajpur | Sep 30, 2025
ଭଗାମୁଣ୍ଡା ବାସିନ୍ଦା ମହେନ୍ଦ୍ର ମହାନ୍ତ ବାଇକ ଯୋଗେ ସିଆରିଆ ସ୍ଥିତ ବନ୍ଧୁଘରକୁ ଆସୁଥିବା ବେଳେ ସିଆରିଆ ପାଖ 53 ନଂ ଜାତୀୟ ରାଜପଥରେ ତାଙ୍କ ବାଇକ ସହିତ ଏକ ଗାଈ ଦୃତ ଗତିରେ ଆସି ବାଡେଇ ହୋଇଯାଇଥିଲା । ଯାହାଫଳରେ ବାଇକ ଭାରଶ୍ୟାମ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥଲା । ଏହି ବାଇକ ଦୁର୍ଘଟଣାରେ ବାଇକ ଆରୋହି ଭଗାମୁଣ୍ଡା ବାସିନ୍ଦା ମହେନ୍ଦ୍ର ମହାନ୍ତ ଆହତ ହୋଇଯାଇଥିଲେ । ତାଙ୍କୁ ତାଙ୍କର ପରିବାର ବର୍ଗଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି ।
Read More News
T & CPrivacy PolicyContact Us