Download Now Banner

This browser does not support the video element.

ମାଲକାନଗିରି: ମାଥିଲି ବ୍ଲକର ବିଭିନ୍ନ ବନ୍ୟା ସ୍ଥିତି ଉପୁଜିଥିବା ଅଞ୍ଚଳକୁ ଜିଲ୍ଲା ପରିଷଦ ସଦସ୍ୟା ଲକ୍ଷ୍ମୀପ୍ରିୟା ନାୟକ ଗସ୍ତ କରି ସମୀକ୍ଷା କଲେ

Malkangiri, Malkangiri | Aug 28, 2025
ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ବିଭିନ୍ନ ବନ୍ୟା ପୀଡ଼ିତ ଅଞ୍ଚଳକୁ ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକ ଗୁରୁବାର ଦିନ ପରିଦର୍ଶନ କରିଥିଲେ। ସେ କିଆଙ୍ଗ, ସାଲିମ୍, ଟେମୁରୁପାଲ୍ଲି, ମହୁପଦର ଓ ଅନେକ ବନ୍ୟା ପୀଡ଼ିତ ଗ୍ରାମକୁ ଯାଇ, ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଲଗାଣ ବର୍ଷାରେ ପାଣି ଘେରରେ ଥିବା ଦୁର୍ଗମ ଅଞ୍ଚଳ ଲଗାଣ ବର୍ଷା ହେତୁ କିଛି ଘର ଭାଙ୍ଗିବା ସହ ଚାଷ ଜମି ରେ ପାଣି ପ୍ରବାହିତ ହୋଇ ଧାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଦେଖି ତୁରନ୍ତ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରି ତୁରନ୍ତ କେମିତି ଲୋକମାନେ ସରକାରୀ ସୁବିଧା ପାଇପାରିବେ ତାହା ଅବଗତ କରିଥିଲେ।
Read More News
T & CPrivacy PolicyContact Us