Install App
pmadhabadas
This browser does not support the video element.
ତାଳଚେର ସଦର: ଆସନ୍ତା ସେପ୍ଟେମ୍ବର ୧୮ରେ ତାଳଚେର ଗଣେଶ ପୂଜାର ଭସାଣି ଉତ୍ସବ, ଏନେଇ ଉପଜିଲ୍ଲାପାଳଙ୍କ ସୂଚନା ବାର୍ତ୍ତା
Talcher Sadar, Angul | Sep 1, 2024
ଆସନ୍ତା ସେପ୍ଟେମ୍ବର ୧୮ରେ ତାଳଚେର ଗଣେଶ ପୂଜାର ଭସାଣି ଉତ୍ସବ ହେବ ବୋଲି ନିଷ୍ପତି ହୋଇଛି l ଭସାଣି ଉତ୍ସବରେ ୩୭ଟି ପୂଜା ମଣ୍ଡପ ଭାଗ ନେବେ ବୋଲି ଜଣାପଡିଛି l ଏନେଇ ରବିବାର ସଂନ୍ଧ୍ୟାରେ କେନ୍ଦ୍ରୀୟ କମିଟିର ବୈଠକରେ ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀ ସୂଚନା ବାର୍ତ୍ତା ପ୍ରଦାନ କରିଛନ୍ତି l
Share
Read More News
T & C
Privacy Policy
Contact Us
Your browser does not support JavaScript!