ଭଦ୍ରକ ଗ୍ରାମାଞ୍ଚଳ: ଧାମନଗର ଥାନା ଅଧୀନ ଘରେ ଚାବିପକେଇ ସପରିବାର ଡ୍ରାମା ଦେଖିବାକୁ ଯାଇଥିବା ବେଳେ ଚାବି ଭାଙ୍ଗି କଳାକନା ବୁଲାଇଲେ ଚୋର।