This browser does not support the video element.
ବଲାଙ୍ଗୀର: ମନୁପାଲି ରୋଡ଼ରେ ବାଇକ୍ ଦୁର୍ଘଟଣା ଜଣେ ଆହତ ଭୀମଭୋଇ ମେଡିକାଲରେ ଭର୍ତ୍ତି
Balangir, Balangir | Aug 28, 2025
ମନୁପାଲି ରୋଡ଼ରେ ବାଇକ୍ ଦୁର୍ଘଟଣା ଜଣେ ଆହତ ଭୀମଭୋଇ ମେଡିକାଲରେ ଭର୍ତ୍ତି ବଲାଙ୍ଗୀର, ମନୁପାଲି ଗ୍ରାମ ରୋଡ଼ରେ ଘଟିଥିବା ବାଇକ୍ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଆହତ ବ୍ୟକ୍ତି କୁସଙ୍ଗ ଗ୍ରାମର ଥବିର ପଟେଲ ବୋଲି ଜଣାପଡିଛି। ବାଇକ୍ ତୀବ୍ର ଗତିରେ ଚାଳନା କରୁଥିବାବେଳେ ସେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଆଜି ରାତି ୯ଟା ୩୦ରେ ଘଟିଥିବା ଏହି ଘଟଣା ପରେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।