Download Now Banner

This browser does not support the video element.

ବଲାଙ୍ଗୀର: ଖୁଣ୍ଟବନ୍ଦ୍ ଗ୍ରାମ ଅଞ୍ଚଳରେ ସର୍ପ ଦଂଶନ, ଜଣେ ମେଡ଼ିକାଲ୍ ରେ ଭର୍ତ୍ତି

Balangir, Balangir | Aug 22, 2025
ଖୁଣ୍ଟ ବନ୍ଦ୍ ରେ ସାପ ଦଂଶନ, ଜଣେ ମେଡ଼ିକାଲ୍ ରେ ଭର୍ତ୍ତି ଖୁଣ୍ଟ ବନ୍ଦ୍ ଗ୍ରାମ ଅଞ୍ଚଳରେ ଜଣେ ବ୍ୟକ୍ତି ସର୍ପ ଦଂଶନରେ ଆହତ ହୋଇଛନ୍ତି। ଆହତଙ୍କୁ ରବି ମହନନ୍ଦ ବୋଲି ଜଣାପଡିଛି। ସେ ସୋଇଥିବା ସମୟରେ ହଟାତ୍ ସାପ କାମୁଡ଼ାରେ ପଡ଼ିଥିଲେ। ଘଟଣା ପରେ ସେଙ୍କୁ ତୁରନ୍ତ ରାତି ୯ଟା ସମୟରେ ବଲାଙ୍ଗୀର ମେଡ଼ିକାଲ୍ କଲେଜ୍ ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି।
Read More News
T & CPrivacy PolicyContact Us