Download Now Banner

This browser does not support the video element.

ରାୟଗଡା: ସ୍ଥାନୀୟ ଡି ଆର ଡି ଏ ସମ୍ମିଳନୀ କକ୍ଷରେ ଜିଲ୍ଲା କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡନ ଆଇନ ସଂପର୍କରେ ପଶିକ୍ଷଣ ଶିବିର ଅନୁଷ୍ଠିତ।

Rayagada, Rayagada | Sep 11, 2025
ଆଜି ସ୍ଥାନୀୟ ଡି ଆର ଡି ଏ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ତରଫରୁ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡନ ଆଇନ ସଂପର୍କରେ ଏକ ପ୍ରଶିକ୍ଷଣ ଶିବିର ଜିଲ୍ଲା ସମାଜ ମଂଗଳ ଅଧିକାରୀ ଶ୍ରୀମତୀ ମିନତି ଦେଓ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ଉତ୍କ ଶିବିରରେ ରାୟଗଡ଼ ଜିଲ୍ଲା ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ନାୟକ ମୁଖ୍ୟ ଅତିଥି ରୂପେ , ସମାଜ ସବି ମଞ୍ଜୁଶ୍ରୀ ମୁଖେର୍ଜି,ଅଧ୍ୟକ୍ଷା ଲୋକlଲ କମିଟି ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦକ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ସମ୍ମାନିତ ଅତିଥି ରୂପେ ଦେଉଥିଲେ। ଉକ୍ତ ଶିବିରରେ ରାୟଗଡ଼ ଜିଲ୍ଲାର ସମସ୍ତ ନୋଡାଲ ଅଫିସର ଓ ବିଭିନ୍
Read More News
T & CPrivacy PolicyContact Us