This browser does not support the video element.
କୋଟପାଡ: ଦଣ୍ଡାବାଡ଼ି ଠାରେ ମକା ଚାଷୀଙ୍କ ହତ୍ୟା ମମଲାରେ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ, ଜଣେ ଫେରାର
Kotpad, Koraput | Sep 9, 2025
ଦଣ୍ଡାବାଡ଼ିରେ ମକା ଚାଷୀଙ୍କ ହତ୍ୟା ମମଲାରେ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କାରି କୋର୍ଟ ଚଲା କରିଥିବା ବେଳେ ଜଣେ ଫେରାର l l ମୃତକ ଦଣ୍ଡାବାଡ଼ିର ସମାରୁ ପୂଜାରୀ l ଏନେଇ ମଙ୍ଗଳାବର ଅପରାହ୍ନ ୫ ଟା ସମୟରେ ବୈପାରୀଗୁଡା ଥାନା ଅଧିକରୀ ଡମ୍ବରୁଧର ବାତ୍ରିଆ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି l ସୂଚନା ପ୍ରକାରେ ପୂର୍ବ ଶତ୍ରୁତା ଏବଂ ଜମିବାଡ଼ି ବିବାଦ କୁ ନେଇ ବୈପାରୀଗୁଡା ଥାନା ଅନ୍ତର୍ଗତ ଦଣ୍ଡlବାଡ଼ି ଗାଁ ର ମକା ଚାଷୀଙ୍କୁ ଗତ 29 ତାରିଖ ରାତି ଏଗାର ଟା ସମୟରେ ଅଭିଯୁକ୍ତ ମାନେ ଚାଷୀଙ୍କ ଘର ପଶି ପ୍ରଥମେ ଟାଙ୍ଗିଆରେ ହାଣିଲେ ପରେ ଜଙ୍ଗଲରେ ପୋତିଦେଲେ l