Download Now Banner

This browser does not support the video element.

କେଗାଁଓ: ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ ଉଦଘାଟିତ

Kegaon, Kalahandi | Sep 18, 2025
ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ ଉଦଘାଟିତ ଆଜି 18ତାରିଖ ଗୁରୁବାର ଅପରାହ୍ନ 5ଟାରେ ଜୁନାଗଡ଼ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ ଉଦଘାଟିତ ହୋଇଯାଇଛି ଏହି କର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭlଵେ ପୂର୍ବତନ ମନ୍ତ୍ରୀ ହିମାଂଶୁ ମେହେର ବିଜେପି ର ଦୁଇଜଣ ଉପ ଅଜୟ ପାଣିଗ୍ରାହୀ ମୁକେଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ସୁସ୍ଥ ନାରୀ ଶସକ୍ତ ପରିବାର ଉପରେ ଆଲୋକ ପlତ କରାଇ ଥିଲେ
Read More News
T & CPrivacy PolicyContact Us