Download Now Banner

This browser does not support the video element.

ଢେଙ୍କାନାଳ ସଦର: କଣ୍ଟାନାଳୀ ବାଇପାସ ନିକଟରେ ହାଇୱା ଧକ୍କାରେ କାର ଚାଳକ ଗୁରୁତର

Dhenkanal Sadar, Dhenkanal | Oct 1, 2025
ଢେଙ୍କାନାଳ ସଦର ଥାନା ୫୫ ନମ୍ବର ଜାତୀୟ ରାଜପଥ କଣ୍ଟାନାଳୀ ବାଇପାସ ନିକଟରେ ଏକ ହାଇୱା ଦୃତ ଗତିରେ ଆସି ଧକ୍କା ଦେବାରୁ ଏକ କାର ଭାଙ୍ଗିଯିବା ସହିତ କାରର ଚାଳକ ଗୁରୁତର ହୋଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସନ୍ଧ୍ୟା ୬ଟା ୧୫ରେ ଚିକିତ୍ସିତ ହୋଇଛନ୍ତି । ଗୁରୁତର ଚାଳକ ଜଣଙ୍କ କଟକ ଅଞ୍ଚଳର ସୁଜିତ ମିଶ୍ର ବୋଲି ଜଣାପଡିଛି ।
Read More News
T & CPrivacy PolicyContact Us