Download Now Banner

This browser does not support the video element.

ବୀରମହାରାଜପୁର: ବିନିକା ବ୍ଲକ ସଭାଗୃହ ଠାରେ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣୀ ଶିବିର ଅନୁଷ୍ଠିତ, ଯୋଗଦେଲେ ଉପଜିଲ୍ଲାପାଲ

Biramaharajpur, Subarnapur (Sonepur) | Sep 9, 2025
ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସଭାଗୃହ ଠାରେ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣୀ ଶିବିର ଆଜି ଅପରାହ୍ନ 2ତା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି l ଉପ ଜିଲ୍ଲାପାଳ ସୌମ୍ୟା ରୂପା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରକୁ ବିଭିନ୍ନ ବିଭାଗର ଅଧିକାରୀ , ପିଇଓ, ଜିଆରଏସ, ଭିଆଇପି ଏବଂ ଶ୍ରମିକ ମାନେ ଯୋଗଦେଇଥିଲେ l ଶିବିରରେ ବିଗତ 6ମାସ ମଧ୍ୟରେ ଏମିଜିଏନାରଇନିଏ ଏବଂ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଯୋଜନାରେ ସମ୍ପାଦିତ ହୋଇଥିବା ପ୍ରକଳ୍ପ ଗୁଡିକର ସମୀକ୍ଷା କରାଯାଇଥିଲା l ତେବେ 57 ଜଣ ଶ୍ରମିକଙ୍କୁ ସାହେ ଦିନର କାମ ଯୋଗାଇଦିଆଯିବ ସୁଚନା ଦେଇଥିଲେ l ଗୋଷ୍ଠୀ ଉ
Read More News
T & CPrivacy PolicyContact Us