Download Now Banner

This browser does not support the video element.

ଦେବଗଡ: ପୁରୁଣା ବାରକୋଟ ସ୍ଥିତ ସର୍ବପୁରାତନ ଇଷ୍ଟଦେବୀ ମା ରମ୍ଭାଦେବୀଙ୍କ ଗଣପର୍ବ ପାଳିତ

Debagarh, Debagarh (Deogarh) | Oct 7, 2025
ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ପୁରୁଣା ବାରକୋଟ ସ୍ଥିତ ସର୍ବ ପୁରାତନ ଇଷ୍ଟ ଦେବୀ ମା ରମ୍ଭାଦେବୀଙ୍କ ଗଣ ପର୍ବ ଆଜି ବେଶ ଧୂମଧାମ ସହିତ ପାଳିତ ହୋଇଯାଇଛି। ୩୦୦ ବର୍ଷ ପୂର୍ବରୁ ରାଜା ରାଜୁଆଡି ସମୟରୁ ଭୂୟାଁ ସମ୍ପ୍ରଦାୟର ପୂଜକ ଦ୍ୱାରା ଏହା ପାଳିତ ହୋଇଆସୁଛି। ପ୍ରତି ବର୍ଷର ଆଶ୍ୱିନ ମାସ ଅଷ୍ଟମୀ, ନବମୀ, ଦଶମୀ ଏବଂ କୁଆଁର ପୂର୍ଣ୍ଣିମା ଦିନ ମା’ଙ୍କର ଶ୍ରଦ୍ଧାଳୁ ମାନେ ବର୍ଷର ଶେଷ ଦର୍ଶନ କରିଥାନ୍ତି। ବାମଣ୍ଡା କିମ୍ବଦନ୍ତୀରୁ ଶୁଣିବାକୁ ମିଳେ କେନ୍ଦୁଝର ରାଜା ମାଙ୍କୁ ନେବା ପାଇଁ ଚାହିଁଥିଲେ ମଧ୍ୟ୍ୟ ନେଇପାରିନଥିଲେ।
Read More News
T & CPrivacy PolicyContact Us