This browser does not support the video element.
ଜି ଉଦୟଗିରି: ବିଲାବାଡା ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଚାଳକ ମୃତ,ଶବ ବ୍ୟବଚ୍ଛେଦ, ଥାନାରେ ମାମଲା ରୁଜୁ
G Udayagiri, Kandhamal | Aug 24, 2025
ବିଲାବାଡା ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଚାଳକ ମୃତ,ମୃତକ ହେଲେ 25 ବର୍ଷୀୟ ସୁଲତାନ ପ୍ରଧାନ ।ଗତ କାଲି ରାତିରେ ଏହି ଘଟଣା ଘଟିଛି।କିନ୍ତୁ ପରିବାର ଲୋକେ ଅଭିଯୋଗ କରିଛନ୍ତି କି ତାଙ୍କ ପୁଅ କୁ କେହି ମାରି ଦେଇଅଛି। ଏ ନେଇ ଜି ଉଦୟଗିରି ଥାନାରେ ଅଭିଯୋଗ କରିଛନ୍ତି।ପୋଲିସ 171/2025 ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।ଆଜି ଶବ ବ୍ୟବଚ୍ଛେଦ ପାଇଁ ନେଲା ବେଳେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।ଘର ର ସେ ଗୋଟାଏ ପୁଅର ମୃତ୍ୟୁ ହୋଇଥିବାରୁ ବାପା ,ମା ଗ୍ରାମବାସୀ ଦୁଃଖ ରେ ମ୍ରିୟମାଣ ହୋଇପଡିଛନ୍ତି।