Install App
arunkshadangi40
This browser does not support the video element.
ଜି ଉଦୟଗିରି: କଳିଙ୍ଗା ଘାଟିରେ ଖସୁଛି ପଥର, ସ୍ଥାୟୀ ପ୍ରତିକାର ପାଇଁ ଲୋକେ କଲେ ଦାବୀ # jansamasya
G Udayagiri, Kandhamal | Sep 9, 2025
ଲଗାଣ ବର୍ଷା ଫଳରେ ଜି ଉଦୟଗିରି ନିକଟସ୍ଥ କଳିଙ୍ଗା ଘାଟିରୁ ଚାରୋଟି ବିରାଟକାୟ ପଥର ରାସ୍ତା ଉପରକୁ ଖସୁ ଅଛି। ଯାହାକୁ ନେଇ ଯାତ୍ରୀମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି.ଫଳରେ ବଡ଼ ଗାଡି ଯାତାୟାତ ର ସମସ୍ୟା ଦୂର ହୋଇଥିବା ବେଳେ ଯାତ୍ରୀଙ୍କ ମନରୁ ଭୟ ଦୂର ହୋଇନି। ଏହାର ସ୍ଥାୟୀ ପ୍ରତିକାର ପାଇଁ ଲୋକେ କଲେ ଦାବୀ.
Share
Read More News
T & C
Privacy Policy
Contact Us
Your browser does not support JavaScript!