Download Now Banner

This browser does not support the video element.

କେସିଙ୍ଗା: ଚାଞ୍ଚେର ଓ ତୁଣ୍ଡୁଳା ସରକାରୀ ହାଇସ୍କୁଲରେ ବନ ମହୋତ୍ସବ ପାଳିତ l

Kesinga, Kalahandi | Jul 4, 2025
କେସିଙ୍ଗା ବନାଞ୍ଚଳ ଅଧିକାରିଣୀ ସ୍ନିଧା ସରିତା ବଳିଆର ସିଂଙ୍କ ନେତୃତ୍ୱରେ ୭୬ ତମ ବନ ମହୋତ୍ସବ ପାଳିତ ହୋଇଛି l ତୃତୀୟ ଦିବସରେ ଚାଞ୍ଚେର ଏବଂ ତୁଣ୍ଡୁଳା ସରକାରୀ ହାଇସ୍କୁଲରେ ବନ ମହୋତ୍ସବ ୧ ଟା ସମୟ ବେଳେ ଅନୁଷ୍ଠିତ ହୋଇଯାଇଛି l ଏଥିରେ କଶ୍ରୁପଡା ସେକ୍ସନ ବନପାଳ ବିସିକେଶନ କରୁଆଁ ଙ୍କ ସହଯୋଗରେ କଶ୍ରୁପଡା ସେକ୍ସନ ଅନ୍ତର୍ଗତ ତୁଣ୍ଡୁଳା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେସିଙ୍ଗା ରେଞ୍ଜ ଅଧିକାରିଣୀ ସ୍ନିଗ୍ଧା ସରିତା ବଳିଆର ସିଂ,ତୁଣ୍ଡୁଳା ସରପଞ୍ଚ ସରୋଜ ସେଠ,ବନରକ୍ଷୀ ଶ୍ରାବଣୀ ବାନାର୍ଜୀ,ରାଜଲକ୍ଷ୍ମୀ ପଧାନ,ସୁଜାତା ବାଗ,ର
Read More News
T & CPrivacy PolicyContact Us