This browser does not support the video element.
ଢେଙ୍କାନାଳ ସଦର: ସନ୍ତିରି ଛକ ନିକଟରେ ଗାଡିରୁ ପଡି ବୃଦ୍ଧା ମୃତ, ମୁଖ୍ୟ ଚିକିତ୍ସାଳୟରେ ପୋଲିସର ତଦନ୍ତ
Dhenkanal Sadar, Dhenkanal | Sep 7, 2025
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ୯ ନମ୍ବର ୱାଡର ବୃଦ୍ଧା ବିମଳା ନାଏକ ଗତ କାଲି ଝିଅଘର ଝଗଡା ପାଇଁ ବଅଁଳ ପାଳ ଥାନାକୁ ସମାଧାନ ପାଇଁ ଯାଇଥିଲେ ।ସେଠାରୁ କାମ ସାରି ଘରକୁ ଜଣଙ୍କ ସହିତ ବାଇକରେ ଫେରୁଥିବା ବେଳେ ସନ୍ତିରି ଛକ ନିକଟରେ ବାଇକରୁ ବୃଦ୍ଧା ଖସି ପଡିଥିଲେ । ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଗତ ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ।