This browser does not support the video element.
ସୋନପୁର: ସଦର ଆରକ୍ଷୀ ଅଧିକ୍ଷକଙ୍କ ବାସଭବନ ପଛପଟୁ ରୁ ବିଷଧର ସାପ ଉଦ୍ଧାର।
Sonapur, Subarnapur (Sonepur) | Sep 9, 2025
ସୁବର୍ଣ୍ଣପୁର ଜିଲ୍ଲା ସଦର ଆରକ୍ଷୀ ଅଧିକ୍ଷକଙ୍କ ବାସଭବନ ପଛପଟୁ ରୁ ବିଷଧର ସାପ ଉଦ୍ଧାର। ଆଜି ସକାଳ ପ୍ରାୟ 7ଟା ବେଳେ ସଦର ଆରକ୍ଷୀ ଅଧିକ୍ଷକଙ୍କ ବାସଭବନ ପଛପଟରୁ ଏକ ରସେଲଭାଇପର ନାମକ ବିଶାକ୍ତ ସାପ ଉଦ୍ଧାର କରାଯାଇଛି। ତେବେ ବାସଭବନ ଭିତରେ କାର୍ଯ୍ୟ କରୁଥିବା କିଛି କର୍ମଚାରୀ ଏହି ସାପଟିକୁ ପ୍ରଥମେ ଦେଖି ଥିଲେ ଏବଂ ଆରକ୍ଷୀ ଅଧିକ୍ଷକଙ୍କୁ ଯଣାଇ ଥିଲେ।ସୋନପୁର ପୋଲିସରେ କାର୍ଯ୍ୟରତ ସାପ ଧରାଳୀ କନେଷ୍ଟବଳ ଶ୍ରୀଯୁକ୍ତ ପ୍ରମୋଦ କୁମାର ଦାଶିଆ ଙ୍କ ସହିତ ଯୋଗାଯୋଗ କରିଥିଲେ। ଘଟଣା ସ୍ଥଳରେ ଶ୍ରୀଯୁକ୍ତ ଦାଶିଆ ଏବଂ ତାଙ୍କ ସହଯୋଗୀ ପହଞ୍ଚି ଉକ୍ତ ସାପଟିକୁ ଉଦ୍ଧାର କରି ନିକଟସ୍ଥ