This browser does not support the video element.
ତେଲକୋଇ: କନ୍ତଲେଇ ପରିତ୍ୟକ୍ତ ଗାତରେ ଦୀର୍ଘ ସମୟ ଧରି ଗୋମାତା , ଉଦ୍ଧାର କଲା ତେଲକୋଇ ବନବିଭାଗ
Telkoi, Kendujhar | Sep 2, 2025
ତେଲକୋଇ ବ୍ଲକ ଅନ୍ତର୍ଗତ କନ୍ତଲେଇ ଗାଁରେ ଗଭିର ଗାତରେ ଗୋମାତା , ସୂଚନା ଅନୁଯାଇ ରହାକର ବାରିକର ଗାଇଟି ଘର ପାଖ ଗାତରେ ଅସାଭଦାନତାର କାରଣ ବସତ ଦୀର୍ଘ ସମୟ ଧରି ପଡ଼ିରହି ଥିଲା ଗାତରେ । ଲୋକେ ଜାଣିପାରି ସ୍ଥାନିୟ ଅଗ୍ନିସମ ବିଭାଗକୁ ଖବର ଦେଇଥିଲେ,ଗାଁ ଲୋକ ଅଗ୍ନିସମ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ସୂଚକ୍ଷିତ ଉଦ୍ଧାର କଲା ଅଗ୍ନିସମ ବିଭାଗ । ଆଜି ସଂଧ୍ୟା ପାଞ୍ଚଟା ପରାସ ମି. ର ସୂଚନା l