Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ବାରିପଦାର ଶିଶୁ ବିକାଶ ବିଦ୍ୟା ମନ୍ଦିର ବିଦ୍ୟାଳୟ ପରିଦର୍ଶନ କରି ସମୀକ୍ଷା କଲେ ବାରିପଦା ବିଧାୟକ ପ୍ରକାଶ ସୋରେନ

Baripada M, Mayurbhanj | Sep 12, 2025
ଶୁକ୍ରବାର ଦିନ ପ୍ରାୟ ୧୦ଟାରେ ବାରିପଦା ସହରର ତୁଳସୀଚଉରା ସ୍ଥିତ ଶିଶୁ ବିକାଶ ବିଦ୍ୟା ମନ୍ଦିର ବିଦ୍ୟାଳୟକୁ ପରିଦର୍ଶନ କରିଛନ୍ତି ବାରିପଦା ବିଧାୟକ ପ୍ରକାଶ ସୋରେନ। ଏଥି ସହିତ ବିଧାୟକ ମହଦୋୟ ସେଠାକାର ସମସ୍ତ ଛାତ୍ର, ଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରୀ ଙ୍କ ପାଠପଢା ବିଷୟରେ ସ୍ଥିତି ସମୀକ୍ଷା କରିଥିବା ନେଇ ସୂଚନା ମିଳିଛି।
Read More News
T & CPrivacy PolicyContact Us