Download Now Banner

This browser does not support the video element.

ସିମୁଳିଆ: ଖଇରା ବ୍ଲକ ପରିସର ରେ ଥିବା ଶିକ୍ଷକ ଭବନ ରେ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ,

Similia, Balasore | Aug 25, 2025
ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l 109 ଗୋଟି ଅଭିଯୋଗ ର ହୋଇଥିଲା ଶୁଣାଣି l ଆଜି ଖଇରା ବ୍ଲକ ପରିସର ରେ ଥିବା ଶିକ୍ଷକ ଭଵନ ରେ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ଙ୍କ ଉପସ୍ଥିତ ରେ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ଏସପି ଙ୍କ ଅନୁପସ୍ଥିତ ଥିବା ନେଇ ଅଂଚଳବାସି ମାନେ ଆଣିଥିବା ଅଭିଯୋଗ ର ନିରାଶ ହେବାକୁ ପଡିଥିଲା l ପାନୀୟ ଜଳ, ଭର୍ତ୍ତା, ଜମିବାଡ଼ି ବିବାଦ ର ଅଭିଯୋଗ ଅଧିକ ଆସିଥିବା ବେଳେ କିଛି ଅଭିଯୋଗ ର ଶୁଣାଣି ହୋଇଥିବା ବେଳେ କିଛି ଅଭିଯୋଗ ର ତଦନ୍ତ ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ l
Read More News
T & CPrivacy PolicyContact Us