Download Now Banner

This browser does not support the video element.

ତାଳଚେର ସଦର: ବୋନସ ଦାବି ନେଇ ଶ୍ରମିକ ସଂଗଠନ ତରଫରୁ ଭୁବନେଶ୍ୱରୀ ଜିଏମଙ୍କୁ ଦାବିପତ୍ର

Talcher Sadar, Angul | Sep 29, 2025
ସାଇଲୋ-ସିଏଚପି ଠିକା ଶ୍ରମିକ ସଙ୍ଘର ସଭାପତି (BTMS) ରଙ୍ଗାଧର ନାହାକଙ୍କ ନେତୃତ୍ଵରେ ଭୁବନେଶ୍ଵରୀ ସାଇଲୋରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ଦଶହରା ବୋନୋସ ଟଙ୍କା ନମିଳିବା କାରଣରୁ ସମସ୍ତ କର୍ମଚାରୀ ମାନଙ୍କ ସହିତ ସୋମବାର ସକାଳ ୧୧ ଘଟିକା ସମୟରେ ଭୁବନେଶ୍ଵରୀ ଏରିଆ ଜିଏମଙ୍କ କାର୍ଯ୍ୟାଳୟରେ ଜିଏମଙ୍କ ସହିତ ଆଲୋଚନା କରାଯାଇଥିଲା ।ଏବଂ ଉକ୍ତ ଆଲୋଚନାରେ ଆସନ୍ତା ଦୀପାବଳୀ ମଧ୍ୟରେ ସମସ୍ତ କର୍ମଚାରୀଙ୍କୁ ବନୋସ ମିଳିବା ନେଇ ଜିଏମ ପ୍ରତିଶୃତି ଦେଇଥିଲେ
Read More News
T & CPrivacy PolicyContact Us