Download Now Banner

This browser does not support the video element.

ଗୋବିନ୍ଦପୁର: ଗୋବିନ୍ଦପୁର ସମବାୟ ସମିତି କୁ ୟୁରିଆ ସାର ଯୋଗାଇବା ଦାବି ନେଇ ସମ୍ବଲପୁର ଠାରେ ଜିଲ୍ଲାପାଳଙ୍କୁ ଦାବିପତ୍ର

Govindpur, Sambalpur | Aug 25, 2025
ଗୋବିନ୍ଦପୁର ସମବାୟ ସମିତି ରୁ ଋଣ କରି ଚାଷ କରିଥିବା ଅନେକ ଛୋଟ ବଡ଼ ଚାଷୀ ମାନେ ସାର୍ ନପାଇ ହଇରାଣ ହରକତ ହେଉଛନ୍ତି। ଗୋବିନ୍ଦପୁର ସମବାୟ ସମିତି କୁ ଅତିଶିଘ୍ର ଆହୁରି ଶହେ ଟନ ୟୁରିଆ ସାର ଯୋଗାଇବା ଦାବି ନେଇ ସୋମବାର ଅପରାହ୍ନ ୪ ଟା ସମୟରେ ବାମରା ବ୍ଲକ ର ବରିଷ୍ଠ ଚାଷୀ ନେତା ତଥା ଲ୍ୟାମ୍ପସ ନିର୍ଦ୍ଦେଶକ ଯୋଗ ବିହାରୀ ପରିଡ଼ା ଓ ଲ୍ୟାମ୍ପସ ସଭାପତି ଲକ୍ଷ୍ମୀ ନାରାୟଣ ଛତ୍ରିଆ ଙ୍କ ସମେତ ଅନ୍ୟ ଚାଷୀ ପ୍ରତିନିଧି ମାନେ ସମ୍ବଲପୁର ଜିଲ୍ଲାପାଳ, CD AO ଏବଂ DR CS ଙ୍କୁ ଭେଟି ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ।
Read More News
T & CPrivacy PolicyContact Us