This browser does not support the video element.
କେଗାଁଓ: ଗୋଲାମୁଣ୍ଡା ଅଞ୍ଚଳରେ ଧୁମ ଧାମରେ ପାଳିତ ହେଲା ନୂଆଖାଇ ପର୍ବ
Kegaon, Kalahandi | Aug 28, 2025
ଗୋଲାମୁଣ୍ଡା ଅଞ୍ଚଳରେ ଧୁମ ଧାମରେ ପାଳିତ ହେଲା ନୂଆଖାଇ ପର୍ବ ଆଜି 28ତାରିଖ ସକାଳ 11ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ଗୋଲାମୁଣ୍ଡା ଅଞ୍ଚଳରେ ନୁଆଖାଇ ପର୍ବ ଧୁମ ଧାମ ରେ ପାଳିତ ହୋଇଯାଇଛି ପ୍ରଥମେ ସ୍ଥାନୀୟ ଦେବା ଦେବୀଙ୍କ ମନ୍ଦିର ରେ ନୁଆ ଧାନ ଓ ଚୁଡା ଭୋଗଲାଗିଲା ପରେ ଗ୍ରାମରେ ଲୋକେ ନୂଆଖାଇ ପର୍ବ ପାଳନ କରିଥିଲେ