This browser does not support the video element.
ନୂଆପଡା: ମିନି ଷ୍ଟାଡିୟମ ଠାରେ ଚାଲିଥିବା ଅଷ୍ଟମ ନୂଆପଡ଼ା କପ୍ ଫୁଟବଲ୍ ପ୍ରତିଯୋଗିତା ଫାଇନାଲ ରେ ନୂଆପଡ଼ା ଓ କୋମନା
Nuapada, Nuapada | Aug 24, 2025
ନୂଆପଡ଼ା ଜିଲ୍ଲା ସଦର ମହକୁମା ମିନି ଷ୍ଟାଡିୟମରେ ଚାଲିଥିବା ଅଷ୍ଟମ ନୂଆପଡ଼ା କପ୍ ଫୁଟବଲ୍ ପ୍ରତିଯୋଗିତା ର ଫାଇନାଲ ରେ ନୂଆପଡ଼ା ଏନ୍ ଏ ସି ଓ କୋମନା ବ୍ଲକ୍ ପ୍ରବେଶ କରିଛି।ଆଜି ଅପରାହ୍ନ ଚାରିଟା ସମୟରେ ଖେଳାଯାଇଥିବା ସେମିଫାଇନାଲ ରେ ନୂଆପଡ଼ା ଏନ୍ ଏ ସି ଦଳ ସିନାପାଲି କୁ ଟ୍ରାଇବ୍ରେକର ରେ ୪-୧ ଗୋଲ ରେ ଓ କୋମନା ଦଳ ଖରୀଆର ଏନ୍ ଏ ସି କୁ ୩-୧ ଗୋଲ ରେ ହରାଇ ଫାଇନାଲ ରେ ପ୍ରବେଶ କରିଥିଲେ।ଆଜିର ମୁଖ୍ୟ ଅତିଥି ରୂପେ ବିଜୁ ଜନତା ଦଳ ଜିଲ୍ଲା ସଭାପତି ଅବନୀ ରଞ୍ଜନ ଯୋଶୀ ଉପସ୍ଥିତ ଥିଲେ।