Download Now Banner

This browser does not support the video element.

ନର୍ଲା: ରାଜ୍ୟ ସରକାର ନର୍ଲା କୁ NAC ଘୋଷଣା କରିଥିବାରୁ ବିକାଶ ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଓ କୃତଜ୍ଞତା ଜ୍ଞାପନ

Narala, Kalahandi | Sep 6, 2025
ଆଜି ଶନିବାର ଦିନ ସଂଧ୍ୟା ପାଞ୍ଚ ଘଣ୍ଟା ସମୟରେ ନର୍ଲା ସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ରାଜ୍ୟ ସରକାର ନର୍ଲା କୁ NAC ଘୋଷଣା କରିଥିବା ରୁ ବିକାଶ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ନଗର ଉନ୍ନୟନ ମନ୍ତ୍ରୀ କୃଷ ଚନ୍ଦ୍ର ମହାପାତ୍ର ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପୂର୍ବତନ ବିରୋଧୀ ଦଳର ନେତା ପ୍ରଦୀପ୍ତ କୁମାର ନାୟକ ରାଜ୍ୟସଭା ସାଂସଦ ସୁଜିତ୍ କୁମାର ସେଠ୍,କଳାହାଣ୍ଡି ଲୋକସଭା ସାଂସଦ ଶ୍ରୀମତୀ ମାଳବିକା ଦେବୀ ଙ୍କୁ ବିକାଶ ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ କୃତଜ୍ଞତା ଜ୍ଞାପନ କରିଥିଲେ
Read More News
T & CPrivacy PolicyContact Us