Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଆଗ୍ନିବୀରବାୟୁ ନିଯୁକ୍ତି ରାଲି ନେଇ ପ୍ରେସମିଟ; ମତଦେଲେ ସେଣ୍ଟ୍ରାଲ ଏୟାରମେନ ସିଲେକ୍ସନ ବୋର୍ଡର ଏୟାର କମାଣ୍ଡର

Baripada M, Mayurbhanj | Aug 31, 2025
ଭାରତୀୟ ବାୟୁସେନାର ଆଗ୍ନିବୀର ବାୟୁ ନିଯୁକ୍ତି ରାଲି ୨୦୨୫ ମୟୂରଭଞ୍ଜ ଜିଲ୍ଲାର ବାରିପଦା ଛଉ ପଡ଼ିଆରେ ଅଗଷ୍ଟ ୨୭ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ଚାଲିବ। ଏଥିରେ ଓଡ଼ିଶା ସମେତ ୧୨ଟି ରାଜ୍ୟର ଯୁବକମାନେ ଅଂଶଗ୍ରହଣ କରୁଛନ୍ତି। ଏନେଇ ରବିବାର ଦିନ ପ୍ରାୟ ୧୧ଟାରେ ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ପ୍ରେସମିଟ କରି ସେଠାରେ ସେଣ୍ଟ୍ରାଲ ଏୟାରମେନ ସିଲେକ୍ସନ ବୋର୍ଡର ଏୟାର କମାଣ୍ଡର ଏସ.ଗିରିଶ ପ୍ରତିକ୍ରିୟା ଦେଇଛନ୍ତି।
Read More News
T & CPrivacy PolicyContact Us