Download Now Banner

This browser does not support the video element.

କୋଟପାଡ: ଲୋଗଣ ବର୍ଷା ଯୋଗୁଁ କୁରୁଲୁ ନଦୀ ଫୁଲିଛି, 326 ଜାତୀୟ ରାଜପଥ ଯାତାୟାତ ବାଧାପ୍ରାପ୍ତ

Kotpad, Koraput | Aug 26, 2025
ଲୋଗଣ ବର୍ଷା ଯୋଗୁଁ ଉପୁଜିଛି ବନ୍ୟା ପରିସ୍ଥିତି l 326 ନମ୍ବର ଜାତୀୟ ରାଜପଥ ବାଧାପ୍ରାପ୍ତ l ମଙ୍ଗବାର ପ୍ରବାହ୍ନ ଏଗାରଟା ସମୟରେ ବୈପାରୀଗୁଡା ଓ ଟାଙ୍ଗୁନିଗୁଡା ମଝିରେ କେରାପୁଟ ଛକରେ କୁରୁଲୁ ନଦୀରେ ଦେଖିବାକୁ ମିଳିଛି l ପୋଲ ଉପରେ ୩ ଫୁଟ ବନ୍ୟା ପାଣି ବହୁଛି l ଉଭୟ ପାର୍ଶ୍ୱ ରେ ଶତାଧିକ ଗାଡି ମୋଟର ଠିଆ ହୋଇଛି l କିଏ ତ ସ୍କୁଲ ଯିବାପାଇଁ ବାହାରିଛି ଆଉ କିଏ ତ ନୂଆଖାଇ ପାଳନ ପାଇଁ ସମ୍ପର୍କୀୟ ଘରକୁ ଯାଉଛି, ସମସ୍ତ ଫସି ଛନ୍ତି
Read More News
T & CPrivacy PolicyContact Us