Download Now Banner

This browser does not support the video element.

ଧର୍ମଗଡ: ବିଦ୍ୟୁତ ସଂସ୍ପର୍ଶରେ ଆସି କଦଳୀମୁଣ୍ଡା ଗାଁର ଜଣେ ଯୁବକଙ୍କ ମୃତ୍ୟୁ

Dharamgarh, Kalahandi | Aug 22, 2025
ଧର୍ମଗଡ ଥାନା କଦଳୀମୁଣ୍ଡା ଗାଁରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକର ମୃତ୍ୟୁ ହୋଇଛି ।ମୃତ ଯୁବକ ଜଣକ ହେଲେ କଦଳିମୁଣ୍ଡା ଗାଁର ଦୀନେଶ ମାଝୀ । ଶୁକ୍ରବାର ସନ୍ଧ୍ୟା ୬ ଟାରେ ଦିନେଶ ନିଜ ଆଜବେଷ୍ଟର ଘରେ ହୋଲଡରରେ ବିଦ୍ୟୁତ ବଳ ଲଗାଉଥିବା ବେଳେ ବିଦ୍ୟୁତ ସଂସ୍ପର୍ଶ ରେ ଆସି ତଳେ ପଡି ଅଚେତ ହୋଇଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥାରେ ପର୍ଲା ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
Read More News
T & CPrivacy PolicyContact Us