Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ଏଆଇ କ୍ୟାମେରା ପୁଣି ଧରାଇଲା ମହୁଲଡିହା ଥାନା ଅଞ୍ଚଳର ୪ଜଣ ଶିକାରୀ ଓ ୩ଟି ଦେଶୀ ବନ୍ଧୁକ

Baripada M, Mayurbhanj | Sep 4, 2025
ଶିମିଳିପାଳ ବନ୍ୟଜନ୍ତୁ ବୁଦ୍ଧିମତା ନେଟୱର୍କ ପରି ଅତ୍ୟାଧୁନିକ ବୈଜ୍ଞାନିକ କୌଶଳ ବ୍ୟବହାର କରାଯାଇ ଶିକାରୀକୁ ଧରିବାକୁ ବନ ବିଭାଗ ପ୍ରୟାସ ସଫଳ ହୋଇଛି। ୪ଜଣ ଶିକାରୀଙ୍କୁ ତାଙ୍କ ଘରୁ ଗିରଫ କରାଯାଇଛି। ସେମାନେ ହେଲେ ମହୁଲଡିହା ଥାନା ଅନ୍ତର୍ଗତ ପାତ୍ରପଡା ଗ୍ରାମର ବଙ୍ଗଳା ସାହି ଅଞ୍ଚଳର ରାନ୍ଧା ଆଲଦା, ମଦନ ବରି, ସନା ବିକେ ବାନରା ଓ ବଜାୟ ସୀଂକୁ।
Read More News
T & CPrivacy PolicyContact Us