Download Now Banner

This browser does not support the video element.

ବରଗଡ: ଜିଲ୍ଲା କଂଗ୍ରେସ କମିଟିର ସୁଶାନ୍ତ ସାହୁ ପ୍ରଦେଶ କଂଗ୍ରେସ ରାଜ୍ୟ ସୋସିଆଲ ମିଡ଼ିଆ କମିଟିର ସଦସ୍ୟ ଭାବରେ ହେଲେ ମନୋନୀତ

Bargarh, Bargarh (Baragarh) | Sep 9, 2025
ବରଗଡ଼ କଂଗ୍ରେସ କମିଟିର ସୁଶାନ୍ତ ସାହୁ ପ୍ରଦେଶ କଂଗ୍ରେସ ରାଜ୍ୟ ସୋସିଆଲ ମିଡ଼ିଆ କମିଟିର ସଦସ୍ୟ ମନୋନୀତ | କଂଗ୍ରେସର ଯୁବ ନେତା ତଥା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ବରଗଡ଼ ଜିଲ୍ଲା ଯୁବ ଜିଲ୍ଲା ସଭାପତି ସୁଶାନ୍ତ ସାହୁ ପ୍ରଦେଶ କଂଗ୍ରେସ ପକ୍ଷରୁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଅନୁମୋଦନ କ୍ରମେ ରାଜ୍ୟ ସୋସିଆଲ ମିଡ଼ିଆ କମିଟିରେ ସ୍ଥାନ ପାଇଛନ୍ତି । ଏନେଇ ମଙ୍ଗଳବାର ଅପରାହ୍ନ 4 ଘଣ୍ଟା ସମୟରେ ବରଗଡ଼ କଂଗ୍ରେସ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।
Read More News
T & CPrivacy PolicyContact Us