Download Now Banner

This browser does not support the video element.

ସୁକିନ୍ଦା: ଭାଲୁକିପାତଳା ରାସ୍ତାରୁ ଚୋରା ଦେଶି ମହୁଲି ସହିତ ବାଇକ ଜବତ , ଜଣେ ଗିରଫ

Sukinda, Jajpur | Sep 8, 2025
ସ୍ଥାନୀୟ ବାସିନ୍ଦା ଗୌରା ମୁଣ୍ଡା ଓରଫ କାଳିଆ ଏକ ବାଇକ ଯୋଗେ ଚୋରା ଦେଶି ମହୁଲି ନେଇ ଯାଉଥିବା ବେଳେ କାଳିଆପାଣି ପୋଲିସ ସୂଚନା ପାଇ ରବିବାର ରାତିରେ ଭାଲୁକିପାତଳା ରାସ୍ତାରେ ଅତର୍କିତ ଚଢ଼ାଉ କରାଯାଇ ଗୌରା ମୁଣ୍ଡା ଓରଫ କାଳିଆ ଠାରୁ 33 ଲିଟର ଚୋରା ମହୁଲି ଜବତ କରି କେସ ନଂ 103/25 ରେ ମାମଲା ରୁଜୁ କରି ସୋମବାର ଅପରାହ୍ନ 5 ଘଟିକା ସମୟରେ ଗୌରା ମୁଣ୍ଡା ଓରଫ କାଳିଆକୁ ସୁକିନ୍ଦା ବିଚାରବିଭାଗୀୟ ଅଦାଲତକୁ ପଠାଇ ଦେଇଥିବା ଦେଖିବାକୁ ମିଳିଛି ।
Read More News
T & CPrivacy PolicyContact Us