Download Now Banner

This browser does not support the video element.

ସୋର: ମାଣିପୁର ସମେତ ବିଭିନ୍ନ ସ୍ଥାନରେ ଅବକାରୀ ଚଢ଼ାଉ, ଗୁଡପୋଚ ନଷ୍ଟ ସହ ଦେଶୀମଦ ଜବତ, ଦୁଇ ଗିରଫ

Soro, Balasore | Sep 13, 2025
ସୋର ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗୁଡପୋଚ ନଷ୍ଟ କରିବା ସହିତ ଦେଶୀମଦ ଜବତ କରି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୋର ଆଦର୍ଶ ଅବକାରୀ ଥାନାଧିକାରୀ ସୁରଜ କୁମାର ଟୀଗାଙ୍କ ନେତୃତ୍ୱରେ ଏକ ଟିମ ହଦ ଜଙ୍ଗଲରେ ବେଆଇନ ଭାବେ ଗଢି ଉଠିଥିବା ମଦରନ୍ଧା କାରଖାନା ଉପରେ ଚଢ଼ାଉ କରି ୨୭ ଶହ ଲିଟର ଗୁଡପୋଚ ନଷ୍ଟ କରିବା ସହିତ ୨୫୦ ଲିଟର ଦେଶୀମଦ ଜବତ କରି ଅଭିଯୁକ୍ତ ଜାତପଦା ଗ୍ରାମର ରଘୁନାଥ ବାସ୍କେକୁ ଗିରଫ କରିଥିଲେ। ଏହି ଟିମ ମାଣିପୁର ଗ୍ରାମ ରାସ୍ତାରେ ଚଢାଉ କରି ଦୀନବନ୍ଧୁ ଦାସ ନିକଟରୁ ୯୦ ଲିଟର ଦେଶୀମଦ ଜବତ କରିବା ସହିତ ତାକୁ ଗିରଫ କରିଥିଲେ।
Read More News
T & CPrivacy PolicyContact Us