Install App
malliksaroj28
This browser does not support the video element.
ପୁରୀ ମ୍ୟୁନିସିପାଲଟି: ପୁରୀ ମେଡିକାଲରେ ଥିବା ସର୍ଜରୀ ପାଖରେ ଥିବା ମହିଳା ୱାର୍ଡରେ ବର୍ଷା ପାଣିରେ ରୋଗୀ ହନ୍ତସନ୍ତ, ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ l
Puri M, Puri | Oct 6, 2025
ପ୍ରବଳ ବର୍ଷା ରେ ପୁରୀ ମେଡିକାଲ ଭିତରେ ରୋଗୀ ହନ୍ତସନ୍ତ l ରୋଗୀଙ୍କ ସମ୍ପର୍କୀୟ ଏବଂ ରୋଗୀ ପାଣି ରେ ଯିବା ଆସିବା କରିବାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ l
Share
Read More News
T & C
Privacy Policy
Contact Us
Your browser does not support JavaScript!