This browser does not support the video element.
ମାଲକାନଗିରି: ପତ୍ରିପାଖନା ଜଙ୍ଗଲରୁ ଗଚ୍ଛିତ ଥିବା ୪୩୯ କିଲୋ ଗଞ୍ଜେଇ ଜବତ କଲା ଓରକେଲ ପୋଲିସ
Malkangiri, Malkangiri | Sep 2, 2025
ମାଲକାନଗିରି ଜିଲ୍ଲା ଓରକେଲ ପୋଲିସ ଗଛିତ ଥିବା ୪୩୯ କିଲୋ ଗଞ୍ଜେଇ ଜବତ କରି ଆଜି ସନ୍ଧ୍ୟା ୬ଟା ସମୟରେ ମାଲଖାନା କୁ ପଠାଇଛି। ମିଳିଥିବା ସୂଚନାନୁଯାୟୀ ଓରକେଲ ଥାନାଧିକାରୀ ଧୀରେନ ପଟ୍ଟନାୟକ ଖଇରିପୁଟ ବ୍ଲକ ଅନ୍ତର୍ଗତ ସୁନାନଗର ଗ୍ରାମ ନିକଟସ୍ଥ ପତ୍ରିପାଖନା ଜଙ୍ଗଲରେ ବିପୁଳ ପରିମାଣର ଗଂଜେଇ ଗଛିତ ଥିବା ସୋମବାର ମଧ୍ୟାହ୍ନ ସମୟରେ ବିଶେଷ ସୁତରୁ ଖବର ପାଇଥିଲେ। ଏହାପରେ ଏସଆଇ ଅଜିତ ସିଂ ବାରିହା ଙ୍କ ନେତୃତ୍ୱରେ ଏକ ଟିମ ଉକ୍ତ ଘଟଣା ସ୍ଥଳକୁ ପଠାଇଥିଲେ। ପୋଲିସ ଟିମ ଯାଇ ଦେଖିଲା ବେଳକୁ ୧୮ଟି ବସ୍ତାରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ। ଏହାପରେ ବସ୍ତା ଗୁଡିକରେ ଥିବା ସମସ୍ତ ଗଂଜେ