Download Now Banner

This browser does not support the video element.

କବିସୂର୍ଯ୍ୟନଗର: କୋଦଳାରେ ମାର୍କେଟ ବିଲ୍ଡିଂ ନିର୍ମାଣ ସହ ହଜର ହେବ ଉର୍ନତିକରଣ

Kabisuryanagar, Ganjam | Sep 6, 2025
କୋଦଳା ଏନ ଏ ସି ରେ ବିଭିନ୍ନ ଉର୍ନତିକରଣ କାର୍ଯ୍ୟ ପାଇଁ ଶୁଭ ଦେବେ ମନ୍ତ୍ରୀ। ଆସନ୍ତା ୭ ତାରିଖରେ ଉର୍ନତିକରଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ୭ କୋଟି ୨ ଲକ୍ଷ ଟଙ୍କା ବ୍ଯୟରେ କୋଦଳା ଠାରେ ମାର୍କେଟ ବିଲ୍ଡିଂ ଏବଂ ୮ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ହଜର ଉର୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଶିଳାନ୍ୟାସ କରାଯିବ । ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଖଣି ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳ ନନ୍ଦ ମଲ୍ଲିକ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ।
Read More News
T & CPrivacy PolicyContact Us