Download Now Banner

This browser does not support the video element.

ମାଲକାନଗିରି: କାଲିମେଳା ବ୍ଲକ ସଦର ମହକୁମା ପଞ୍ଚାୟତ ସମିତି ସଭାଗୃହରେ ସର୍ବଦଳୀୟ ନେତୃବୃନ୍ଦଙ୍କ ବିକ୍ଷୋଭ ସହ ସାମ୍ବାଦିକ ସମ୍ମିଳନୀ,ମତ ରଖିଲେ ପ୍ରଦୀପ ମାଝୀ

Malkangiri, Malkangiri | May 31, 2025
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ସଦର ମହକୁମା ପଞ୍ଚାୟାତ ସମିତି ସଭାଗୃହରେ ସର୍ବଦଳୀୟ ନେତୃବୃନ୍ଦ କାଲିମେକା ବିଡିଓ ପ୍ରଦୀପ କୁମାର କର ଙ୍କ ବିରୁଦ୍ଧରେ ଏକ ସାମ୍ବାଦିକ ସମିଳନୀ ଆୟୋଜନ କରାଯାଇଛି l କାଲିମେଳା ବ୍ଲକର ସମସ୍ଥ ନିର୍ବାଚିତ ପ୍ରତିନିଧି ହାତରେ ପ୍ଲାକ କାର୍ଡ ଧରି କାଲିମେଳା ବ୍ଲକରେ ଧୋସେଇ ପଶି ସ୍ଲୋଗାନ ଦେଇଥିଲେ l ଏବଂ ଭିନ୍ନ ଢଙ୍ଗରେ ପ୍ରତିବାଦ କରିଛନ୍ତି l ଏହାପରେ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ।
Read More News
T & CPrivacy PolicyContact Us