Install App
raj.basant2001
This browser does not support the video element.
ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା ଅବକାରୀ ବିଭାଗ ପକ୍ଷ ରୁ ଟୁଁଗୁରିଟଲା,ବାଗବୁଡି, ବାନପୋଷ ଅଞ୍ଚଳ କୁ ଚଢ଼ାଉ କରି ମୋଟ 5 ଗୋଟି କେଶ କରାଯାଇଚ୍ଛି
Raurkela M, Sundargarh | Dec 11, 2024
ଆଜି ବୁଧବାର ସକାଳ ଆଠଟାରେ ରାଉରକେଲା ଅବକାରୀ ବିଭାଗ ପକ୍ଷ ରୁ ଟୁଁଗୁରିଟଲା,ବାଗବୁଡି, ବାନପୋଷ ଅଞ୍ଚଳ କୁ ଚଢ଼ାଉ କରି ମୋଟ 5 ଗୋଟି କେଶ କରାଯାଇଛି ଏବଂ ମୋଟ 26 ଲିଟର ବେଆଇନ ମହୁଲି ମଦ ସହିତ 94 ଲିଟର ଦେଶୀ ଭାଟି ମହୁଲି ମଦ ବାରମତ କରା ଯାଇଛି। ମୋଟ 5 ଟି claim କେସ କରାଯାଇଛି | ମୋଟ 4 ଜଣ ଆସାମୀ କୁ କୋର୍ଟ ଚାଲାଣ କରାଯାଇଛି ଏବଂ ଗୋଟିଏ ଆସାମୀ କୁ 35 (3) BNSS ନୋଟିସ ଦିଆଯାଇଛି। ଏହି ଚଢ଼ାଉ ରେ INSPECTOR ଦିଲ୍ଲୀପ ନାୟକ, oic ମନୁ ଆୟେଲ,ରାଉରକେଲା ୟୁନିଟ-୨ ଓ ତାଙ୍କର ଟିମ ସାମିଲ ଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!