Download Now Banner

This browser does not support the video element.

ବୀରମିତ୍ରପୁର: କୋଇଲାଟୋଲି ଗ୍ରାମରେ ନାଗସାପକୁ ଉଦ୍ଧାର କରି ବନବିଭାଗକୁ କରାଗଲା ହସ୍ତାନ୍ତର

Biramitrapur, Sundargarh | Oct 4, 2025
କୋଇଲାଟୋଲି ଗ୍ରାମରେ କୈଳାସ ଖାଲଖୋଙ୍କା ଘର ଭିତରେ ଗୋଟିଏ ସାପ ଥିବାର ଜଣାପଡିଥିଲା।ଏହି ଖବର ଏତୋ ମିଂଜ ନୂଆଗାଁର ସ୍ନେକ ମାଷ୍ଟ୍ରର ଜୟଶଙ୍କର ଠାକୁରଙ୍କୁ ଖବର ଦେଇଥିଲେ।ସେ ଘଟଣାସ୍ଥଳରେ ପହଂଚି ବିଭିନ୍ନ କୌଶଳ ଅବଲମ୍ବନା କରି ସପଟିକୁ ଧରିଥିଲେ।ସାପଟି ନାଗସାପ ଓ ଲମ୍ବ ପ୍ରାୟ ୫ଫୁଟ ବୋଲି ଜଣାପଡିଛି।ସାପଟିକୁ ଉଦ୍ଧାର କରିବା ପରେ ବନବିଭାଗକୁ ଖବର ଦିଆଯାଇଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us