This browser does not support the video element.
ବୌଦ୍ଧ ସଦର: ବାଘପାଲି ଗ୍ରାମରେ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡର ଚଢ଼ାଉ ୯ଲିଟର ପାଉଚ ମଦ ଜବତ ସହିତ ଜଣକୁ ଗିରଫ
Baudh Sadar, Boudh (Bauda) | Sep 1, 2025
ଆଜି ସନ୍ଧ୍ୟା ୭.୩୦ସମୟରେ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ସବଇନସ୍ପକେଟର ସତ୍ୟନାରାୟଣ ପ୍ରଧାନ ଦେଇଥିବା ସୂଚନା ଅନୁସାରେ l ବୌଦ୍ଧ ଥାନା ଅନ୍ତର୍ଗତ ବାଘପାଲି ଗ୍ରାମରେ ଅବାଧ ଭାବରେ ଦେଶି ମହୁଲି ପାଉଚ ମଦ କରବାର ଚାଲିଥିବାର ଖବର ପାଇ l ଆଜି ଅପରାହ୍ନ ୪ଟା ସମୟରେ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ବାନ୍ଧପଥର ପଞ୍ଚାୟତର ବାଘପାଲି ଗ୍ରାମରେ ଚଢ଼ାଉ କରିଥିଲା l ଏହି ଚଢ଼ାଉରେ ୯ଲିଟର ବେଆନ ଦେଶି ପାଉଚ ମଦ ସହିତ ଜଣକୁ କାବୁକାରୀ ଗିରଫ କାରୀ ୧୦୬/୨୦୨୫-୨୬ରେ ମାମଲା ରୁଜୁ କାରୀ l ପରେ ସମ୍ପୃକ୍ତ ଆସାମୀକୁ ୩୫BNSS ରେ ନୋଟିସ ଦେଇ ଜାମିନରେ ଛଡା ଯାଇଛି