Download Now Banner

This browser does not support the video element.

ପୋଡିଆ: ପଡିଆ ବ୍ଲକ ସଦର ମହକୁମାରେ ଥିବା ବାପୁଜୀ ଯୁବକ ସଂଘ କାର୍ଯ୍ୟାଳୟ ଠାରେ ଦିନ ଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ପାଳନ

Podia, Malkangiri | Sep 25, 2025
ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ଥିବା ବାପୁଜୀ କ୍ଲବ ଠାରେ ଦୀନଦୟାଲ ଉପାଧ୍ୟାୟ ଙ୍କ ଜନ୍ମ ଜୟନ୍ତୀ ଓ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଅବସରରେ ଦିନ ଦୟାଲ ଉପାଧ୍ୟାୟ ଙ୍କ ଫୋଟରେ ପୁଷ୍ପମାଲ୍ଯ ଅର୍ପଣ କରାଯିବା ସହ ତାଙ୍କ ଜୀବନବ୍ୟାପି ଦେଶପ୍ରତି ରହିଥିବା ତ୍ୟାଗ ମନୋଭାବ ବାବଦରେ ଆଲୋଚନା କରାଯାଇଛି ।
Read More News
T & CPrivacy PolicyContact Us