Download Now Banner

This browser does not support the video element.

ବସ୍ତା: ଫୁଲିଛି ସୁବର୍ଣ୍ଣରେଖା ନଦୀ, ମଧୁପୁରା ପଞ୍ଚାୟତରେ ବନ୍ୟା ପାଣି

Basta, Balasore | Aug 24, 2025
ପୂଣି ସୁବର୍ଣ୍ଣରେଖା ନଦୀରେ ବନ୍ଯା, ବିପଦ ସଙ୍କେତ ଅତିକ୍ରମ କରି ବଢୁଛି ସୁବର୍ଣ୍ଣରେଖା ନଦୀ ର ଜଳସ୍ତର, ନଦୀ ର ଉପରମୁଣ୍ତ ଗାଲୁଡିହି ବ୍ଯାରେଜ ରୁ ପାଣି ଛଡା ଯିବା ଯୋଗୁଂ ଫୁଲୁଛି ନଦୀ, ରାଜଘାଟ ଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି, ଯାହା ଫଳରେ ସୁବର୍ଣ୍ଣରେଖା ନଦୀ ରେ ଚଳିତ ବର୍ଷ ଷଷ୍ଠ ଥର ବନ୍ଯା ଆସିଛି, ଗତ କିଛି ମାସ ଭିତରେ ସୁବର୍ଣ୍ଣରେଖା ନଦୀ ରେ ପାଞ୍ଚ ଥର ବନ୍ଯା ଆସିବା ଫଳରେ ବାଲିଆପାଳ ବ୍ଲକ ର ଶତାଧିକ ଗାଂଆ ଜଳମଗ୍ନ ହୋଇଥିବା ବେଳେ ମଧୁପୁରା ପଞ୍ଚାୟତ ରେ ଆଜି ବନ୍ୟା ପାଣି
Read More News
T & CPrivacy PolicyContact Us