Install App
jeyporekhabar
This browser does not support the video element.
ଜୟପୁର: ବିପଦପୂର୍ଣ୍ଣ ଅବସ୍ଥାରେ ଟ୍ରାନ୍ସଫର୍ମର । ଧାନବି ଟାଉନସିପ୍ ନିକଟର ଲାଗି ଗାଈର ମୃତ୍ୟୁ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଶୁଣନ୍ତୁ
Jeypore, Koraput | Sep 25, 2025
ଜୟପୁର: ବିପଦପୂର୍ଣ୍ଣ ଅବସ୍ଥାରେ ଟ୍ରାନ୍ସଫର୍ମର । ଧ୍ୟାନ ଦେଉନି ଟାଟା ପାୱର। ଧାନବି ଟାଉନସିପ୍ ନିକଟର ଲାଗି ଗାଈର ମୃତ୍ୟୁ ପରେ ଟାଟା ପାୱାର ଅଫିସରଙ୍କ ଜବାବ୍ ମାଗିଲେ ସ୍ଥାନୀୟ ବାସିନ୍ଦା। ଟ୍ରାନ୍ସଫର ରେ ନିଆଁ ଲାଗି ହୁତୁ ହୁତୁ ହୋଇ ଗାଇ ଟି ଜଳି ମୃତ୍ୟୁ ହୋଇଛି l ଏନେଇ ଆଜି ଦିନ 11ଟାରେ ସ୍ଥାନୀୟ ବସିନ୍ଦା କଲେ ଅଭିଯୋଗ ଶୁଣନ୍ତୁ
Share
Read More News
T & C
Privacy Policy
Contact Us
Your browser does not support JavaScript!