Download Now Banner

This browser does not support the video element.

ବରଗଡ ସଦର: ଜିଲ୍ଲାରେ ଧାନ ଚାଷରେ ଚକଡା ଓ ନଳୀ ପୋକ ସମସ୍ୟା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଲେ ଚାଷୀ ନେତା

Bargarh Sadar, Bargarh (Baragarh) | Nov 4, 2024
ବରଗଡ଼ ଜିଲ୍ଲାରେ ଧାନ ଚାଷରେ ଲାଗିଲା ଚକଡା ପୋକ ଓ ନଳୀ ପୋକ | ଚାଷୀ ହେଉଛନ୍ତି ଅନେକ ସମସ୍ୟାର ସମ୍ମୁଖୀନ | ଜିଲ୍ଲା କୃଷି ବିଭାଗକୁ ସମସ୍ୟା ଜଣାଉଛନ୍ତି ଚାଷୀ | ଏନେଇ ସୋମବାର ଅପରାହ୍ନ 2 ଘଣ୍ଟା ସମୟରେ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ପ୍ରତିକ୍ରିୟା ରଖିଲେ ଚାଷୀ ନେତା ସୁରେଶ ନିକାଣ୍ଟି | ବର୍ତମାନ ଜିଲ୍ଲାରେ ଧାନ ଚାଷରେ ଚକଡା ପୋକ ସହ ନଳୀ ପୋକ ଲାଗିବାରେ ଲାଗିଛି | ତେବେ ଏହାକୁ ନେଇ ଚାଷୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଠିକ ପରିମାଣରେ ଔଷଧ ଯୋଗାଇବା ସହ ସଚେତନତା କରିବା ପାଇଁ ଜିଲ୍ଲା କୃଷି ବିଭାଗକୁ ଅନୁରୋଧ କରିଛନ୍ତି ଚାଷୀ ।
Read More News
T & CPrivacy PolicyContact Us