Download Now Banner

This browser does not support the video element.

କବିସୂର୍ଯ୍ୟନଗର: ଦାନପୁର ରେ ସମ୍ପତ୍ତି ବଣ୍ଟା ପାଇଁ ଆକ୍ରମଣ

Kabisuryanagar, Ganjam | Sep 2, 2025
କୋଦଳା ଥାନା ଅନ୍ତର୍ଗତ ଦାନପୁର ଗ୍ରାମରେ ସମ୍ପତ୍ତି ବଣ୍ଟା ପାଇଁ ଜଣେ ଯୁବକ ଙ୍କୁ ଆକ୍ରମଣ ହୋଇଛି । ଏହି ଗ୍ରାମର ବାବୁଲା ଭୂୟାଁ ଦୁଇ ଜଣ ସାଙ୍ଗ ସହିତ ନଦୀକୁ ଯାଇଥିଲେ । ସାଙ୍ଗ ଦୁଇ ଜଣ ନଦୀ ପଠା ରେ ବସିଥିବା ବେଳେ ଝାଡା ଫେରିବା ପାଇଁ କିଛି ଦୂରକୁ ବାବୁଲା ଯାଇଥିଲା। ସେଠାରେ ଆଗରୁ ଥିବା ସୁଧିର ଭୂୟାଁ ଓ ବାଲାଜୀ ଖଟୁଆ ହଟାତ ଆସି ବାବୁଲା କୁ ଆକ୍ରମଣ କରିଥିଲେ । ବାବୁଲା ପାଟି କରିବାକୁ ତାର ସାଙ୍ଗ ଦୁଇ ଜଣ ସେଠାକୁ ଯିବା ଦେଖି ସୁଧୀର ଓ ବାଲାଜୀ ଧାଇଁ ପଳାଇ ଥିଲେ । ପରେ ବାବୁଲା ର ମାଆ ନମିତା ଭୂୟାଁ କୋଦଳା ଥାନାରେ ଏତଲା ଦେଇଥିଲେ ।
Read More News
T & CPrivacy PolicyContact Us