Install App
naikdhaga
This browser does not support the video element.
ଧର୍ମଗଡ: କୋକସରା ରେ ଜିଲ୍ଲା ସ୍ତରୀୟ "ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ, ସଚେତନତା ପାଇଁ ପଦଯାତ୍ରାରେ ସାମିଲ ହେଲେ ଜିଲ୍ଲାପାଳ
Dharamgarh, Kalahandi | Sep 24, 2025
ଜିଲ୍ଲା ସ୍ତରୀୟ ଆସ ସ୍କୁଲ ଯିବା ପଦଯାତ୍ରା କାର୍ଯ୍ୟକ୍ରମ ବୁଧବାର ସକାଳ ୧୦ ଟା ରୁ କୋକସରା ସଦର ମହକୁମା ଜବାହର ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କଳାହାଣ୍ଡି ପାୱାର ସଚିନ ପ୍ରକାଶ ଯୋଗଦେଇ ପଦଯାତ୍ରା ରେ ସାମିଲ ହୋଇଥିଲେ
Share
Read More News
T & C
Privacy Policy
Contact Us
Your browser does not support JavaScript!