Install App
arunkshadangi40
This browser does not support the video element.
ଫୁଲବାଣୀ ସହର: ଧାଙ୍ଗାଡ଼ାମା ଗ୍ରାମର ମାଥିଆଲ ପ୍ରଧାନ ନାମକ ବ୍ୟକ୍ତି ନିଜ ଘରେ ବେକରେ ଲୁଙ୍ଗି ବାନ୍ଧି କୌଣସି କାରଣରୁ ଆତ୍ମହତ୍ୟା, ଥାନାରେ ମାମଲା ruju
Phulabani Town, Kandhamal | Sep 4, 2025
ଧାଙ୍ଗାଡ଼ାମା ଗ୍ରାମର ମାଥିଆଲ ପ୍ରଧାନ ନାମକ ବ୍ୟକ୍ତି ନିଜ ଘରେ ବେକରେ ଲୁଙ୍ଗି ବାନ୍ଧି କୌଣସି କାରଣରୁ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା. ମୃତକଙ୍କ ସ୍ତ୍ରୀ ସବିତା ପ୍ରଧାନଙ୍କ ଠାରୁ ଖବର ପାଇଁ ସ୍ଥାନୀୟ ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠେଇଥିବା ବେଳେ ଥାନା କେସ ନଂ ୯/୨୫ ରେ ଅପମୃତ୍ୟୁ ମାମଲା ରୁଜୁ କରି ଏଏସଆଇ ରବୀନ୍ଦ୍ର କୁମାର ସେଠୀ ଅଧିକ ତଦନ୍ତ କରୁଥିବା ସୂଚନା ରହିଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!