Download Now Banner

This browser does not support the video element.

ଡାବୁଗାଁ: ବ୍ଲକର ବିଭିନ୍ନ ସ୍ଥାନରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା

Dabugan, Nabarangpur | Aug 27, 2025
ଡାବୁଗାଁ ସଦର ମହକୁମା ସହ ବିଭିନ୍ନ ସ୍ଥାନରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା। ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ଅନେକ ଗୁରୁତ୍ବ ବହନ କରେ । ଆଜିଠାରୁ ପାର୍ବଣ ଋତୁ ଆରମ୍ଭ ହୋଇଥାଏ।ଡାବୁଗାଁ ବ୍ଳକର ବିଭିନ୍ନ ସ୍ଥାନ ଏପରିକି ସମସ୍ତ ସାହି ଗଳିରେ ଆୟୋଜନ କରାଯାଇଛି ପୂଜା । ବିଭିନ୍ନ ପୂଜା ପେଣ୍ଡାଲରେ ପୂଜା ପାଉଛନ୍ତି ଗଜାନନ ।
Read More News
T & CPrivacy PolicyContact Us