This browser does not support the video element.
ଛତ୍ରପୁର: ପାଲଗଂ ଗ୍ରାମପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ
Chhatrapur, Ganjam | Sep 8, 2025
ଗଞ୍ଜାମ ଜିଲ୍ଲା ଗଞ୍ଜାମ ପଞ୍ଚାୟତ ସମିତି ଅଧିନସ୍ଥ ପାଲଙ୍ଗ ଗ୍ରାମପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ସୋମବାର ପୂର୍ବାହ୍ନରେ ଗଞ୍ଜାମ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହ ଗଞ୍ଜାମ ତହସିଲଦାର ଯୋଗ ଦେଇ ଲୋକକଂ ଅଭିଯୋଗ ଶୁଣିଥିଲେ। ଅନୁଷ୍ଠିତ ଉକ୍ତ ଜନ ଅଭିଯୋଗ ଶୁଣାଣିରେ ପଞ୍ଚାୟତର ବିଭିନ୍ନ ଗ୍ରାମର ଜନସାଧାରଣ ଉପସ୍ଥିତ ରହି ବିଭିନ୍ନ ସମାସ୍ଯାକୁ ନେଇ ଅଭିଯୋଗ କରିଥିଲେ I