Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ରେମୁଣା ର ବିଭିନ୍ନ ପୂଜାମଣ୍ଡପ ରେ ଯୋଗଦେଲେ ପୂର୍ବତନ ବିଧାୟକ #

Baleshwar M, Balasore | Aug 27, 2025
ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ବିଭିନ୍ନ ପୂଜାମଣ୍ଡପ ରେ ପୂର୍ବତନ ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଓ ପୂର୍ବତନ ସାଂସଦ ପ୍ରାର୍ଥୀନୀ ଲେଖାଷ୍ରୀ ସାମନ୍ତ ସିଂହାର ଯୋଗଦେଇ ବୁଧବାର ସଂଧ୍ୟା ୬:୩୦ରେ ଆଶୀର୍ବାଦ ଭିକ୍ଷା କରିବା ସହ ଅଞ୍ଚଳବାସୀଙ୍କ ମଙ୍ଗଳ କାମନା କରିଥିଲେ।
Read More News
T & CPrivacy PolicyContact Us